Wq/or/ଢଗଢମାଳି

< Wq‎ | or
Wq > or > ଢଗଢମାଳି

ମୁଖ୍ୟତଃ ଲୋକମୁଖରେ ବ୍ୟାପିଥାଏ । ଏହା କଥିତ ସାହିତ୍ୟର ଅନ୍ତର୍ଗତ । ଏସବୁ ବ୍ୟବହାର କ୍ରମରେ ନାନା ଭାଗରେ ବିଭକ୍ତ । ଯଥା ଉପଦେଶମୂଳକ, ପରିହାସମୂଳକ ସାନ୍ଧ୍ୟ ବା ଦ୍ଵିଅର୍ଥ ବୋଧକ । ଓଡ଼ିଆରେ "ଦନା ବଚନ" ବା ଦନାଇ ଦାସଙ୍କ ଲୋକ ଉକ୍ତି ସବୁ ଗାଁ ଗହଳିରେ ପ୍ରଚଳିତ ଅଛି । ଆହୁରି ଅନେକ ଢଗଢମାଳିର ରଚକ ମାନଙ୍କ ବିଶେଷରେ ବିଶେଷ ଜଣାଯାଇ ନଥିଲେ ମଧ୍ୟ ସେସବୁ ଲୋକମୁଖରେ ବହୁଳ ଆଦୃତ ଲାଭ କରିଅଛି ।

ବିଭାଗ edit

ଉପଦେଶମୂଳକ edit

ପରିହାସମୂଳକ edit

  • ବାଟିଏ ଚାଷ, ନୀତି ଉପାସ (ଚାଉଳ ପ୍ରବଳ ଥାଇ ଭାତ ନିଅଣ୍ଟ ହେବା ଭଳି ଅବସ୍ଥା)

ସାନ୍ଧ୍ୟ ବା ଦ୍ଵିଅର୍ଥ ବୋଧକ edit

By clicking the “Save Page” button, you are agreeing to the Terms of Use and the Privacy Policy, and you irrevocably agree to release your contribution under the CC-BY-SA 3.0 License and the GFDL. You agree that a hyperlink or URL is sufficient attribution under

ତୁଳନାତ୍ମକ edit

ବିବିଧ edit

  • ଚମ୍ପା ଫୁଲ ତୋହରି ଲାଗି
    ଦିନେ ଦିନେ ଖାଏ ଗାଁ ରୁ ମାଗି ॥
  • ସୁହାଗିଆ ଭାଇ ସାହୁ ଦିନେ ନ ଦେଉ କାଳେ ନ ନେଉ
    ବାଡ଼ି ପଛେ ଯାଉଥାଉ ॥


ଆହୁରି ଦେଖନ୍ତୁ edit

ଆଧାର edit