Home
Random
Nearby
Log in
Settings
Donate
About Wikimedia Incubator
Disclaimers
Search
Wq
/
or
/
ଲୋକବାଣୀ/ଦନାଇ ବଚନ
Language
Watch
Edit
<
Wq
|
or
|
ଲୋକବାଣୀ
Wq
>
or
>
ଲୋକବାଣୀ
>
ଦନାଇ ବଚନ
ପୂଜା କଲାବେଳେ ନବଜାଇ ଘଣ୍ଟି
ବୋଲେ ଦନାଇ ଚିପ ୟାଙ୍କ ତଣ୍ଟି ।
ଗ୍ରହଣ ପରାଗ ଶିବ ଦର୍ଶନେ
ଗୃହପ୍ରବେଶ ଆଉ କନ୍ୟାଦାନରେ
ଯାହାର ପେଟେ ଅନ୍ନ ରହଇ
ଦନାଈ ବୋଲେ ସେ ପ୍ରାଣୀ ନର୍କେ ଯାଇ ।