Wq/or/ରସକଲ୍ଲୋଳ

< Wq‎ | or
Wq > or > ରସକଲ୍ଲୋଳ
  1. କୋମଳ ପତ୍ର ହୋଇଛି କଉଡ଼ି
    କେ କେତେ ଅବା ଆଣୁଛନ୍ତି ଲୋଡ଼ି ।
ଦୀନକୃଷ୍ଣ ଦାସ, ରସକଲ୍ଲୋଳ
  1. କଇତର ଅକ୍ରୁର ସଙ୍ଗତରେ ବାହାର ।
(କଇତରର ଅର୍ଥ ଛଳ, କପଟୀ, ତେଣୁ ଏଠାରେ ଅକ୍ରୁରଙ୍କ ସଙ୍ଗତରେ ଛଳ ଭାବ ଆଚରଣ ବାବଦରେ କୁହାଯାଇଛି ।)