Wq/or/ବାହୁନା ଗୀତ

< Wq‎ | or
Wq > or > ବାହୁନା ଗୀତ
  1. ଶାଶୁ ଘର ମୋ ଦୂରରେ ଥିବ
    ବାଟରେ କାଳି ନଈ ପଡିବ
    ନାଉରିଆ ଯେବେ ବାହୁନି ହବ
    ଭାଇ ଗାମୁଛା ମୋ ବନ୍ଧା ପଡିବକେ, ମୋ ଭାଇ!