Open main menu
Home
Random
Nearby
Log in
Settings
Donate
About Wikimedia Incubator
Disclaimers
Wikimedia Incubator
Search
Wq/or/ନୀତିକଥା/ମହାଭାରତ ବାଣୀ
Language
Watch
Edit
<
Wq
|
or
|
ନୀତିକଥା
Wq
>
or
>
ନୀତିକଥା
> ମହାଭାରତ ବାଣୀ
ଅଇଁଠା କାକ ଜିଁଇଲି ବିଚାରି ।
ରହିଲା ସେ ସ୍ଥାନରେ ଦେହଶ୍ରାନ୍ତି ମାରି ॥
-କୃଷ୍ଣସିଂହ . ସାରଳା ମହାଭାରତ, କର୍ଣ୍ଣ
ହାଣ୍ଡିଆ, ଚଣ୍ଡାଳିଆ, ଅମ୍ବିକା, ଖାଙ୍କେରି
ଉଲୁଙ୍କା ରାକ୍ଷସ ଶଙ୍ଖାଳିଆ, କ୍ଷେତ୍ରପାଳି
ଏହି ପିଶାଚମାନଙ୍କୁ ଅଇଁଠାଚଣ୍ଡ ବୋଲି ।
ଆଦି ପର୍ବ . ସାରଳା ମହାଭାରତ