ସୁସଙ୍ଗୀ, ସୁରଙ୍ଗୀ, ସୁରସ, ପ୍ରେମାଂଶ
ଭଙ୍ଗା ସଂଗିନୀ ମୋ ଗଳାର ହାର
ରସିକା ରମଣୀ ରସ ବିଳାସିନୀ
ଚାଷୀ-ମୋହିନୀ ମୋ ପ୍ରୀତି ସୁଧାର ॥
ଚଢ଼େଇଆ-ଚଢ଼େଇଆଣି କଥୋପକଥନ
editଚଢ଼େଇଆ ଚଢ଼େଇଆଣିକୁ:
ଶୁଣ ହେ ନାଗର କୁହ ମୋ ଆଗର
- ପୃଥିବୀ କାହୁଁ ହୋଇଲା
- କିଏ ଜାତ କଲା କାହୁ ସେ ଅଇଲା
- ଏକଥା କହିବ ଭଲା ॥
ଚଢ଼େଇଆର ଉତ୍ତର:
ସେ ସତ୍ୟ ଯୁଗେଣ ନିଜେ ନାରାୟଣ
- ବଟ ପତ୍ରରେ ଭାସିଲେ ଗୋ
ମେଦାସୁରକୁ ସେ ବଧ ଯେ କରିଣ
- ମେଦିନୀ ତିଆରି କଲେଗୋ
ସେ ସତ୍ୟ ଯୁଗର ସତ ନାହିଁ ଦରକାର ଗୋ....