(bâgo nâ jâ re nâ jâ)
ଯାଅନି ପୁଷ୍ପ ବାଟିକା ବନ୍ଧୁ, ଯାଅ ନାହିଁ ସେହି ସ୍ଥାନ, ନିଜ ଦେହ ହିଁ ପୁଷ୍ପ ବାଟିକା, କର ସେଠାକୁ ଗମନ ।
ଶତ ଦଳର ସହସ୍ର ଦଳ ଉପରେ ଉପବେଶନ, ଅନିର୍ବଚନୀୟ ସୌନ୍ଦର୍ଯ୍ୟ ତାର କର ତୁ ଅବଲୋକନ ।