ସମସ୍ତେ ହୀରା ଖୋଜୁ ଅଛନ୍ତି, ପାଇ ହାରିଲୁ କର୍ଦ୍ଦମ ମଧ୍ୟେ, ପୂର୍ବରେ କେହି, ପଶ୍ଚିମେ କେହି, ଖୋଜନ୍ତି ଜଳ ଓ ପ୍ରସ୍ତର ମଧ୍ୟେ, କବୀର ଜାଣି ପ୍ରକୃତ ମୁଲ୍ୟ, ଯତ୍ନେ ରଖିଛି ହୃଦୟ ମଧ୍ୟେ ।