Wq/or/କବିତା/ ସନ୍ଥ କବୀର/୭୧: ସତ୍ ମାନବ ସାଥିରେ ରହ

ସନ୍ଥ କବୀର > ୭୧: ସତ୍ ମାନବ ସାଥିରେ ରହ

ସତ୍ ମାନବ ସାଥୀରେ ରହ [1] edit

ସତ୍ ମାନବ ସାଥୀରେ ରହ, ଯେଉଁଠି ଥାଏ ପ୍ରଭୁଙ୍କ ବାସ,
ସେହି ସ୍ଥାନରୁ ନିଅ ସର୍ବଦା ପ୍ରେମ, ବିଚାର ତଥା ନିର୍ଦ୍ଦେଶ ।

ଯେ ସ୍ଥାନେ ନାମ ନିଆ ଯାଏନି, ସେ ସ୍ଥାନ ଜାଳି ପାଉଁ ଶ କର,
ବିବାହ ଭୋଜି କିପରି ହେବ, ଯେଉଁ ସ୍ଥାନରେ ନାହାନ୍ତି ବର ।

ଡେରି ନ କରି ନିଜ ପ୍ରଭୁଙ୍କୁ ହୃଦୟ ଦେଇ ଧ୍ୟାନ ତୁ କର,
ମିଳିବ ନାହିଁ କୌଣସି ମୂଲ୍ୟ ପୂଜିବୁ ଯଦି ଅନ୍ୟ ଠାକୁର ,
କବୀର ଚିନ୍ତା କରି କହନ୍ତି ମିଳିବେ ନାହିଁ ତୋତେ ଠାକୁର ।

ଆଧାର edit

  1. http://en.wikisource.org/wiki/One_Hundred_Poems_by_Kabir