Wq/or/କବିତା/ ସନ୍ଥ କବୀର/୬୯: ମସଜିଦରେ ଖୁଦା ଅଛନ୍ତି
ମସଜିଦରେ ଖୁଦା ଅଛନ୍ତି, !! ସଂସାର ତେବେ କାହାର ?
ଯଦି ତୀର୍ଥର ମୂର୍ତ୍ତିରେ ରାମ, ବୁଝିବ କିଏ ସଂସାର ?
ପୂର୍ବରେ ହରି, ପଶ୍ଚିମେ ଆଲ୍ଲା, ଦେଖ ହୃଦୟ ଭିତରେ,
ପାଇବ ତୁମେ ରାମ, କରିମ, ଉଭୟ ସେହି ସ୍ଥାନରେ ।
ତାଙ୍କ ପ୍ରକାଶ ନାରୀ, ପୁରୁଷ, ଏହି ସମସ୍ତ ସଂସାର,
ଆଲ୍ଲା, ରାମଙ୍କ ପୁତ୍ର କବୀର, ସେହି ମୋ ଗୁରୁ ଓ ପୀର ।