Wq/or/କବିତା/ ସନ୍ଥ କବୀର/୬୮: ଶୁଣି ତାଙ୍କର ବଂଶୀର ସ୍ଵର

ସନ୍ଥ କବୀର > ୬୮: ଶୁଣି ତାଙ୍କର ବଂଶୀର ସ୍ଵର

ଶୁଣି ତାଙ୍କର ବଂଶୀର ସ୍ୱର [1] edit

ଶୁଣି ତାଙ୍କର ବଂଶୀର ସ୍ୱର, ନିଜକୁ ପାରୁନି ରୋକି
ବସନ୍ତ ନାହିଁ, ପୁଷ୍ପ ପୁଷ୍ପିତ, ମଧୂମକ୍ଷି ନିମନ୍ତ୍ରିତ
ଚପଳା ଯୁକ୍ତ ନଭ ଗର୍ଜୁଛି, ହୃଦ ମୋ ତରଙ୍ଗାୟିତ ।

ବର୍ଷା ହେଉଛି, ପ୍ରଭୁଙ୍କ ସଙ୍ଗ ଲୋଡୁଛି ମୋହର ହୃଦ,
ପୃଥ୍ଵୀର ଯେଉଁ ସ୍ଥାନେ ତରଙ୍ଗ, ପହଞ୍ଚେ ସେଠି ମୋ ହୃଦ ।

ଆଧାର edit

  1. http://en.wikisource.org/wiki/One_Hundred_Poems_by_Kabir