ଆହେ ମଦ୍ୟପ, ସମାପ୍ତ କର ପିଆଲା ତୋର, ପିଇ ଚାଲ ତୁ ସ୍ଵର୍ଗୀୟ ମଧୁ ତାଙ୍କ ନାମର ।
କବୀର କହେ, ହେ ସାଧୁ ଜନ ଶୁଣ ମୋ ଗିର, ଦେହ ମନରେ ପୂର୍ଣ୍ଣ କେବଳ ତୀବ୍ର ଜହର ।