Wq/or/କବିତା/ ସନ୍ଥ କବୀର/୪୮: ଅଶାନ୍ତ ମନକୁ କରିଛି ଶାନ୍ତ
ଅଶାନ୍ତ ମନକୁ କରିଛି ଶାନ୍ତ,
ହୃଦୟ ମୋର ଚମକ ପ୍ରାପ୍ତ ।
ଦେଖିଲି ତାଙ୍କୁ, ତାଙ୍କ ଆଗକୁ,
ଦର୍ଶନ କଲି ସେହି ସାଥୀଙ୍କୁ ।
କ୍ରୀତ ଦାସତ୍ତ୍ଵ ଥିଲା ମୋହର, ସେହି ଦାସତ୍ତ୍ଵ କରି ମୁଁ ଛିନ୍ନ,
ସଂକୀର୍ଣ୍ଣତାରୁ ହେଲି ବିଛିନ୍ନ ।
କବୀର କହେ,
ଅପ୍ରାପ୍ତ ସତ୍ତାକୁ ହେଲି ମୁଁ ପ୍ରାପ୍ତ,
ତାଙ୍କ ରଙ୍ଗରେ ମୁଁ ରଙ୍ଗାୟିତ ।