ଚୋରା ପତାକା ହୋଇଛି ଟଣା ନଭ-ମନ୍ଦିର ଉପରେ, ନୀଳ ଚାନ୍ଦୁଆ ଚନ୍ଦ୍ର ଖଚିତ ମଣି ଦାଉ ଦାଉ କରେ ।
ସୂର୍ଯ୍ୟ ଚନ୍ଦ୍ରମା ଜ୍ୟୋତି ଦର୍ଶନେ ନିର୍ବାକ ମାନସ ହୁଏ, ଏହି ମଧୁର ଦୃଶ୍ୟ ପାନରେ ମନ ବାୟା ଭଳି ହୁଏ ।