Wq/or/କବିତା/ ସନ୍ଥ କବୀର/୩୮: ମହଲ କବାଟେ ଲାଗିଛି ତାଲା

ସନ୍ଥ କବୀର > ୩୮: ମହଲ କବାଟେ ଲାଗିଛି ତାଲା

ମହଲ କବାଟେ ଲାଗିଛି ତାଲା [1]Edit

(bhram kâ tâlâ lagâ mahal re)

ମହଲ କବାଟେ ଲାଗିଛି ତାଲା
ଅସାଧାରଣ ସେ ଭ୍ରାନ୍ତିର ତାଲା ।

ଖୋଲ ସେ ତାଲା ପ୍ରେମ ଚାବିରେ,
ଉଠିବେ ପ୍ରଭୁ ସେହି ଚେଷ୍ଟାରେ ।

ଏ ଉପଦେଶ ତୁ ଘେନା କର,
ନ ଛାଡ଼ ସୌଭାଗ୍ୟ କହେ କବୀର ।

ଆଧାରEdit

  1. http://en.wikisource.org/wiki/One_Hundred_Poems_by_Kabir