Wq/or/କବିତା/ ସନ୍ଥ କବୀର/୧୯: ପରମାତ୍ମା ଗୁରୁ ବିରାଜମାନ

< Wq‎ | or‎ | କବିତା/ ସନ୍ଥ କବୀର ସନ୍ଥ କବୀର > ୧୯: ପରମାତ୍ମା ଗୁରୁ ବିରାଜମାନ

ପରମାତ୍ମା ଗୁରୁ ବିରାଜମାନ [1]Edit

ଉଠ ହେ ଉଠ, ହେ ମୋର ପ୍ରାଣ, ପରମ ଗୁରୁ ବିରାଜମାନ,
ପ୍ରଭୁ ପାଦକୁ କର ଗମନ, ମସ୍ତକ ପାଶେ ଦଣ୍ଡାୟମାନ,
ପ୍ରଭାତ ହେଲ କିମ୍ପା ଜାଗୁନ? ଯୁଗ ଯୁଗ ଧରି ଏ କି ଶୟନ ?

ଆଧାରEdit

  1. http://en.wikisource.org/wiki/One_Hundred_Poems_by_Kabir