Wq/or/କବିତା/ସନ୍ଥ କବୀର/୧୨:ହଂସ କହ ତୋ ଗତ କାହାଣୀ

ହଂସ କହ ତୋ ଗତ କାହାଣୀ [1] edit

(hamsâ, kaho purâtan vât)

ହଂସ ଆସିଛୁ କେଉଁ ସ୍ଥାନରୁ, ଉଡିଯିବୁ କେଉଁ କୂଳ,
ବିଶ୍ରାମ ନେବୁ କେଉଁ ସ୍ଥାନରେ, ଖୋଜୁଅଛୁ କେଉଁ ସ୍ଥଳ ।

ଏହି ସକାଳୁ ଜାଗ୍ରତ ହୋଇ କର ମୋ ଅନୁଧାବନ,
ଯିବା ଯେଉଁଠି ଦ୍ଵିଧା ନା ଦୁଃଖ, ନାହିଁ ମୃତ୍ୟୁ ଭୟମାନ ।

ବସନ୍ତ ବନ ସୁଗନ୍ଧ ପୁଷ୍ପ, ମହାତ୍ମ୍ୟ ବହେ ପବନ,
ମଧୁମକ୍ଷି-ମନ ହୁଏ ନିମଗ୍ନ୍, ଅନ୍ୟ ସୁଖେ ନାହିଁ ମନ ।

ଆଧାର edit

  1. http://en.wikisource.org/wiki/One_Hundred_Poems_by_Kabir