Wq/or/କବିତା/ହରିବଂଶ ରାଏ ବଚ୍ଚନ/କବିତା: ଚାଲି ଆସୁଅଛି ରବି ସବାରି
ନବ କିରଣର ରଥ ସାଜିଛି,
କଢ କୁସୁମରେ ପଥ ସାଜିଛି,
ବାଦଲରେ ଅନୁଚର ଅଛନ୍ତି ସ୍ଵର୍ଣ୍ଣ ପୋଷାକଧାରି,
ଚାଲି ଆସୁଅଛି ରବି ସବାରି ।
ବିହଗ ବନ୍ଦି ଆଉ ଚାରଣ,
କରୁ ଅଛନ୍ତି କିର୍ତ୍ତି ଗାୟନ,
ତାରକା ଫୌଜ ପଡିଆ ଛାଡି ଗଲେ ପଳାୟନ କରି,
ଚାଲି ଆସୁଅଛି ରବି ସବାରି ।
ବିଜୟ କହି ଇଚ୍ଛା କୁଦିବି,
ଆଶ୍ଚର୍ଯ୍ୟ ହେଲି ଏ ଦେଖିକରି,
ରାତିର ରାଜା ଠିଆ ହୋଇଛନ୍ତି ଭିକାରିମାନଙ୍କ ପରି,
ଚାଲି ଆସୁଅଛି ରବି ସବାରି ।