Wq/or/କବିତା/ହରିବଂଶ ରାଏ ବଚ୍ଚନ/କବିତା: ଚାଲି ଆସୁଅଛି ରବି ସବାରି

ହରିବଂଶ ରାଏ ବଚ୍ଚନ > କବିତା: ଚାଲି ଆସୁଅଛି ରବି ସବାରି

ଚାଲି ଆସୁଅଛି ରବି ସବାରି [1] edit

ନବ କିରଣର ରଥ ସାଜିଛି,
କଢ କୁସୁମରେ ପଥ ସାଜିଛି,
ବାଦଲରେ ଅନୁଚର ଅଛନ୍ତି ସ୍ଵର୍ଣ୍ଣ ପୋଷାକଧାରି,
ଚାଲି ଆସୁଅଛି ରବି ସବାରି ।

ବିହଗ ବନ୍ଦି ଆଉ ଚାରଣ,
କରୁ ଅଛନ୍ତି କିର୍ତ୍ତି ଗାୟନ,
ତାରକା ଫୌଜ ପଡିଆ ଛାଡି ଗଲେ ପଳାୟନ କରି,
ଚାଲି ଆସୁଅଛି ରବି ସବାରି ।

ବିଜୟ କହି ଇଚ୍ଛା କୁଦିବି,
ଆଶ୍ଚର୍ଯ୍ୟ ହେଲି ଏ ଦେଖିକରି,
ରାତିର ରାଜା ଠିଆ ହୋଇଛନ୍ତି ଭିକାରିମାନଙ୍କ ପରି,
ଚାଲି ଆସୁଅଛି ରବି ସବାରି ।

ଆଧାର edit

  1. https://web.archive.org/web/20121119202340/http://geeta-kavita.com/hindi_sahitya.asp?id=19