Wq/or/କବିତା/ହରିବଂଶ ରାଏ ବଚ୍ଚନ/କବିତା: ଆଜି ମୋ ଠାରୁ ଦୂର ଦୁନିଆ

ହରିବଂଶ ରାଏ ବଚ୍ଚନ > କବିତା: ଆଜି ମୋ ଠାରୁ ଦୂର ଦୁନିଆ

ଆଜି ମୋ ଠାରୁ ଦୂର ଦୁନିଆ [1]

edit

ଭାବନା ରାଜ୍ୟରେ ବିନିର୍ମିତ
କଳ୍ପନା ରାଜ୍ୟରେ ସୁସଜ୍ଜିତ
ହୃଦୟ ସ୍ଵପ୍ନ ଖଣ୍ଡ ବିଖଣ୍ଡ କଲା ଦୂନିଆ
ଆଜି ମୋ ଠାରୁ ଦୂର ଦୁନିଆ

ପିଛିଲା କଥା ଭୁଲି ତୁ ଯାଅ
ଅନ୍ୟ ନଗରୀ ବସେଇ ଦିଅ
ପ୍ରେମୀଙ୍କ ପ୍ରତି କୃର କାହିଁକି ହାଏ ଦୂନିଆ
ଆଜି ମୋ ଠାରୁ ଦୂର ଦୁନିଆ

ଏହି ଧୀଶକ୍ତି ମୁଁ କି ଜାଣିଛି
ହୃଦୟ ମୋର ଜଳି ଯାଉଛି
ଚିତାର ଭସ୍ମ ରଖି ମାଗୁଛି ସିନ୍ଦୁର ଧରା
ଆଜି ମୋ ଠାରୁ ଦୂର ଦୁନିଆ

ଆଧାର

edit
  1. https://web.archive.org/web/20121120145514/http://geeta-kavita.com/hindi_sahitya.asp?id=488