Wq/or/କବିତା/ହରିବଂଶ ରାଏ ବଚ୍ଚନ/କବିତା: ଅଗ୍ନିପଥ

ଅଗ୍ନି ପଥ [1] edit

ହେଉ ପଛକେ ବୃକ୍ଷ ଦୃଢ଼,
ହେଉ ପଛକେ ଘନ ଓ ବଡ଼,
ଗୋଟିଏ ପତ୍ରର ଛାୟା ବି,
ମାଗନାହିଁ ତ, ମାଗନାହିଁ ତ, ମାଗନାହିଁ ତ,
ଅଗ୍ନି ପଥ, ଅଗ୍ନି ପଥ, ଅଗ୍ନି ପଥ ।

କେବେ ତୁ ଥକିବୁ ନାହିଁ,
କେବେ ରହିଯିବୁ ନାହିଁ,
ପଛକୁ ଫେରିବୁ ନାହିଁ,
କର ଶପଥ, କର ଶପଥ, କର ଶପଥ,
ଅଗ୍ନି ପଥ, ଅଗ୍ନି ପଥ, ଅଗ୍ନି ପଥ ।

ଏହା ହେଉଛି ମହାନ୍ ଦୃଶ୍ୟ,
ଚଳ ପ୍ରଚଳ କେତେ ମନୁଷ୍ୟ,
ଅଶ୍ରୁ, ସ୍ଵେଦ ଓ ରକ୍ତରେ,
ଜର୍ଜରିତ, ଜର୍ଜରିତ, ଜର୍ଜରିତ,
ଅଗ୍ନି ପଥ, ଅଗ୍ନି ପଥ, ଅଗ୍ନି ପଥ ।

ଆଧାର edit

  1. https://web.archive.org/web/20200510134022/http://www.geeta-kavita.com/indian_poetry_list.asp?author=Harivansh_Rai_Bachchan