Wq/or/କବିତା/ସନ୍ଥ କବୀର/ ୯୪: ସ୍ଵପ୍ନରେ ମୋତେ ପ୍ରଭୁ ମିଳିଲେ

< Wq‎ | or

ସ୍ଵପ୍ନରେ ମୋତେ ପ୍ରଭୁ ମିଳିଲେ [1]Edit

 
ସ୍ଵପ୍ନରେ ମୋତେ ପ୍ରଭୁ ମିଳିଲେ, ଛାତିରେ ଲଗେଇ ଦେଲେ,
ଖୋଲିଲିନି ମୁଁ ଚକ୍ଷୁ ଡରରେ, ସପନ ହଜିବ କାଳେ,
ବହୁତ ଗୁଣ ମୋ ସାଇଙ୍କର, ହୃଦୟେ ଲିଖିତ ଥାଏ,
ପାଣି ପିଏନି ଡରରେ କାଳେ, ଅକ୍ଷର ଧୋଇ ନ ଯାଏ,
ଚକ୍ଷୁ ମଧ୍ୟକୁ ଆସିବେ ଯେବେ, ମୁଦି ଦେବି ମୋ ପତାକୁ,
ଦେଖିବିନି ମୁଁ ଆଉ କାହାକୁ, କେହି ଦେଖିବେନି ତାଙ୍କୁ ।

ଆଧାରEdit

<references>

  1. http://www.detoxifynow.com/kabir-songs.htm