ସ୍ଵପ୍ନରେ ମୋତେ ପ୍ରଭୁ ମିଳିଲେ, ଛାତିରେ ଲଗେଇ ଦେଲେ,
ଖୋଲିଲିନି ମୁଁ ଚକ୍ଷୁ ଡରରେ, ସପନ ହଜିବ କାଳେ,
ବହୁତ ଗୁଣ ମୋ ସାଇଙ୍କର, ହୃଦୟେ ଲିଖିତ ଥାଏ,
ପାଣି ପିଏନି ଡରରେ କାଳେ, ଅକ୍ଷର ଧୋଇ ନ ଯାଏ,
ଚକ୍ଷୁ ମଧ୍ୟକୁ ଆସିବେ ଯେବେ, ମୁଦି ଦେବି ମୋ ପତାକୁ,
ଦେଖିବିନି ମୁଁ ଆଉ କାହାକୁ, କେହି ଦେଖିବେନି ତାଙ୍କୁ ।
ଆଧାର
edit<references>