Wq/or/କବିତା/ସନ୍ଥ କବୀର/ ୧୦୨:ରଙ୍ଗ ମିସ୍ତ୍ରୀ

< Wq‎ | or

ରଙ୍ଗ ମିସ୍ତ୍ରୀ [1] edit

ମାଲିକ ମୋର ରଙ୍ଗର ମିସ୍ତ୍ରୀ, ଓଢଣିରେ ମୋର ଭରିଲେ ରଙ୍ଗ,
ସ୍ୟାହି ରଙ୍ଗକୁ ଉତାରି ଦେଇ ଭରିଦେଲେ ସେ ପ୍ରେମର ରଙ୍ଗ ।
ଭାବନା କୁଣ୍ଡରେ ସ୍ନେହର ଜଳ, ସେଥିରେ ଭରିଲେ ପ୍ରେମର ରଙ୍ଗ,
ଦେହର ଦୁଃଖ ମଇଳା ଯେତେ, ବିଦା କରି କଲେ ସୁନ୍ଦର ରଙ୍ଗ ।

ଆଧାର

  1. http://www.detoxifynow.com/kabir-songs.htm