ଓଡ଼ଣିରେ ମୋର ଦାଗ ଲାଗିଗଲା
ପଞ୍ଚ ତତ୍ତ୍ଵରେ ବୁଣା ଓଢଣି, ଶହ ଷୋହଳ ସୂତା ଲାଗିଲା,
ମାତାଙ୍କ ଘରୁ ଆସିଥିଲା ଏ ଶ୍ଵଶୁର ଘରେ ମଳିନ ହେଲା ।
ମନ୍ଥି ଧୋଇଲେ ଯାଉନି ଦାଗ, ଜାଣେ ଚାଲିଯିବ କେବେ,
କବୀର, ଯେବେ ପ୍ରେମରେ ସିଏ ଜ୍ଞାନର ସାବୁନ ଦେବେ । (ସିଏ - ପ୍ରଭୁ)
ଆଧାର
edit<references>

<references>