ଓଡ଼ଣିରେ ମୋର ଦାଗ ଲାଗିଗଲା ପଞ୍ଚ ତତ୍ତ୍ଵରେ ବୁଣା ଓଢଣି, ଶହ ଷୋହଳ ସୂତା ଲାଗିଲା, ମାତାଙ୍କ ଘରୁ ଆସିଥିଲା ଏ ଶ୍ଵଶୁର ଘରେ ମଳିନ ହେଲା । ମନ୍ଥି ଧୋଇଲେ ଯାଉନି ଦାଗ, ଜାଣେ ଚାଲିଯିବ କେବେ, କବୀର, ଯେବେ ପ୍ରେମରେ ସିଏ ଜ୍ଞାନର ସାବୁନ ଦେବେ । (ସିଏ - ପ୍ରଭୁ)
<references>