Wq/or/କବିତା/ ସନ୍ଥ କବୀର/୬୦: ମୃତ୍ୟୁ ବିହୀନ ଜୀବନ ଗସ୍ତ

ସନ୍ଥ କବୀର > ୬୦: ମୃତ୍ୟୁ ବିହୀନ ଜୀବନ ଗସ୍ତ

ମୃତ୍ୟୁ ବିହୀନ ଜୀବନ ଗସ୍ତ [1] edit

ମୃତ୍ୟୁ ବିହୀନ ଜୀବନ ଗସ୍ତ ,
ପରେ ସମସ୍ତ ପ୍ରଶ୍ନରୁ ମୁକ୍ତ ।

ବୀଜ ମଧ୍ୟରେ ବୃକ୍ଷ ଯେପରି,
ସମସ୍ତ ରୋଗ ରହେ ସେପରି ।

ଆଧାର edit

  1. http://en.wikisource.org/wiki/One_Hundred_Poems_by_Kabir